ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରୀକ୍ଷାନଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରୀକ୍ଷାନଳୀ   ବିଶେଷ୍ୟ

ଅର୍ଥ : କାଚନିର୍ମିତ ଯେଉଁ ନଳୀର ଗୋଟିଏ ମୁହଁ ବନ୍ଦ ହୋଇଥାଏ

ଉଦାହରଣ : ପ୍ରୟୋଗଶାଳାରେ କୌଣସି ଗ୍ୟାସ୍‌ର ପରୀକ୍ଷଣ କରିବାପାଇଁ ପରୀକ୍ଷାନଳୀର ବ୍ୟବହାର କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

काँच की बनी एक नली जिसका एक सिरा बंद होता है।

परखनली का उपयोग रासायनिक प्रयोगशाला में किसी गैस आदि का परीक्षण करने के लिए किया जाता है।
परखनली

Glass tube closed at one end.

test tube